Bisforana:PM-to-inaugurate-first-six-lane-Onta-Simriya-bridge-on-22-August
posted by: Bisforana
201 views

ପ୍ରଧାନମନ୍ତ୍ରୀ ପ୍ରଥମ ସିକ୍ସ ଲେନ୍ ଓଣ୍ଟା-ସିମରିୟା ସେତୁର ଉଦଘାଟନ 22 ଅଗଷ୍ଟରେ କରିବେ

ପାଟନା, ୨୧ ଅଗଷ୍ଟ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଅଗଷ୍ଟରେ ବିହାର ଗସ୍ତରେ ଯିବେ, ଯେଉଁଥିରେ ସେ ପାଟନା, ଗୟା ଏବଂ ବେଗୁସରାୟ ଗସ୍ତ କରିବେ। ଏହି କ୍ରମରେ, ସେ ବେଗୁସରାଇରେ ଗଙ୍ଗା ନଦୀ ଉପରେ ନିର୍ମିତ ଓଣ୍ଟା-ସିମରିୟା ୬ ଲେନ୍ ସେତୁ ଉଦଘାଟନ କରିବେ।ପ୍ରଧାନମନ୍ତ୍ରୀଙ୍କ ଆଗମନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନରେ ରଖିଏନଟିପିସିରୁ ଓଣ୍ଟା ପର୍ଯ୍ୟନ

Bisforana:NIA-raids-in-Hajipur-in-AK-47-case
posted by: Bisforana
193 views

ହାଜିପୁରରେ ଏକେ-47 ମାମଲାରେ ଏନଆଇଏର ଚଢାଉ

ପାଟନା, 21ଅଗଷ୍ଟ - ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ ) ବିହାରର ବୈଶାଳୀ ଜିଲ୍ଲା ମୁଖ୍ୟାଳୟ ହାଜିପୁରରେ ବସ୍ ଷ୍ଟାଣ୍ଡ ଅପରେଟର ରାଜୁ ରାୟଙ୍କ ଘରେ ଭୋର 4.30 ରେ ଚଢାଉ କରିଛି।ହାଜିପୁର ନଗର ଥାନା ଅଞ୍ଚଳର ଡାକ ବଙ୍ଗଳା ଚୌକରେ ଥିବା ରାଜୁ ରାୟଙ୍କ ଘରେ ଏନଆଇଏଦଳ ଭୋରରୁ ଚଢାଉ ଆରମ୍ଭ କରିଥିଲା।ଏହି ସମୟରେ ସ୍ଥାନୀୟ ପୋଲିସ ମଧ୍ୟ ଉପସ୍ଥିତ ଥିଲା ଏବଂ ସମଗ୍ର ଅଞ

Bisforana:Bus-going-for-Vaishno-Devi-darshan-meets-with-accident-in-Jatwal-on-Saturday
posted by: Bisforana
221 views

ବୈଷ୍ଣୋ ଦେବୀ ଦର୍ଶନ ପାଇଁ ଯାଉଥିବା ବସ୍ ସାମ୍ବାର ଜଟୱାଲରେ ଦୁର୍ଘଟଣାଗ୍ରସ୍ତ

ଜମ୍ମୁ, ୨୧ ଅଗଷ୍ଟ - ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଗୁରୁବାର ସକାଳେ ସାମ୍ବା ଜିଲ୍ଲାର ଜଟୱାଲ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛିଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ଅତି କମରେ ଅନ୍ୟ ୪୦ ଜଣ ଆହତ ହୋଇଛନ୍ତି।ଅଧିକାରୀମାନେ କହିଛନ୍ତି ଯେ ଉତ୍ତର ପ୍ରଦେଶରୁ କଟରା ଯାଉଥିବା ବସ୍ ଦୁର୍ଘଟଣା ସମୟରେ ପ୍ରାୟ ୭

Bisforana:40-pilgrims-returning-from-Kedarnath-safely-rescued
posted by: Bisforana
198 views

କେଦାରନାଥ ଧାମରୁ ଫେରୁଥିବା 40 ଶ୍ରଦ୍ଧାଳୁ ସୁରକ୍ଷିତ ଭାବରେ ଉଦ୍ଧାର

ଡେରାଡୁନ/ରୁଦ୍ରପ୍ରୟାଗ 3 ଜୁଲାଇ-କେଦାରନାଥ ଧାମରୁ ଦର୍ଶନ ସାରି ଫେରୁଥିବା 40ରୁ ଅଧିକ ଭକ୍ତ ସୋନପ୍ରୟାଗ ନିକଟରେ ଗତ ବିଳମ୍ବିତ ରାତିରେ ଭଗ୍ନାବଶେଷ ଯୋଗୁଁ ଫସି ରହିଛନ୍ତି।ଘଟଣାସ୍ଥଳରେ ନିୟୋଜିତ ଏସଡିଆରଏଫର ଯବାନମାନେ ଭକ୍ତମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ଉତ୍ତରାଖଣ୍ଡରେ ନିରନ୍ତର ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭଗ୍ନାବଶେଷ ହେଉଛି ଏବଂ ଅ

Bisforana:Shri-Amarnath-Yatra-begins
posted by: Bisforana
198 views

ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ

ଶ୍ରୀନଗର 3 ଜୁଲାଇ -ବାର୍ଷିକ ଅମରନାଥ ଯାତ୍ରା ଗୁରୁବାର ଦିନ କାଶ୍ମୀର ଘାଟୀରୁ ଆରମ୍ଭ ହୋଇଛି ଯେଉଁଥିରେ ତୀର୍ଥଯାତ୍ରୀମାନଙ୍କ ପ୍ରଥମ ଦଳ ବାଲଟାଲ ଏବଂ ନୁନବାନ ଆଧାର ଶିବିରରୁ ଦକ୍ଷିଣ କାଶ୍ମୀର ହିମାଳୟରେ 3880 ମିଟର ଉଚ୍ଚଗୁମ୍ଫା ମନ୍ଦିର ପାଇଁ ଯାତ୍ରା କରିଛନ୍ତି।ଶ୍ରୀ ଅମରନାଥ ଜୀଙ୍କ ଗୁମ୍ଫାରେ ପ୍ରାକୃତିକ ଭାବରେ ନିର୍ମିତ ବରଫର ଶିବଲିଙ୍ଗ ଅଛି।ଅଧିକାରୀ

Bisforana:Flood-alert-issued-in-six-districts
posted by: Bisforana
201 views

ଛଅ ଜିଲ୍ଲାରେ ବନ୍ୟା ଆର୍ଲଟ

ଶିମଳା 3 ଜୁଲାଇ -ହିମାଚଳପ୍ରଦେଶରେ ମୌସୁମୀ ସକ୍ରିୟ ରହିଛି ଏବଂ ଆଜି ମଧ୍ୟ ପାଗ ଖରାପ ରହିଛି।ରାଜଧାନୀ ଶିମଳା ସମେତ ଅଧିକାଂଶ ସ୍ଥାନରେ ଗତ ରାତିରେ ପ୍ରବଳ ବର୍ଷା ହୋଇଛି।ପାଣିପାଗ ବିଭାଗ କାଙ୍ଗଡା ,ମଣ୍ଡି ,ହମିରପୁର,ଶିମଳା,ସିରମୌର ଏବଂ ସୋଲନ ଜିଲ୍ଲା ପାଇଁ ଆଗାମୀ 24 ଘଣ୍ଟା ମଧ୍ୟରେ ବନ୍ୟାର ଆଶଙ୍କା ରହିଛି।ବିଭାଗ ଆଜି ଏବଂ କାଲି ରାଜ୍ୟର କିଛି ସ୍ଥାନରେ

Bisforana:Boat-capsizes-three-dead-58-missing
posted by: Bisforana
186 views

ଡଙ୍ଗା ବୁଡି ,ତିନି ମୃତ୍ୟୁ ,58 ନିଖୋଜ

ଜକାର୍ତା 3 ଜୁଲାଇ -ଇଣ୍ଡୋନେସିଆର ରିସାର୍ଟ ଦ୍ୱୀପ ବାଲି ନିକଟରେ ଏକ ନୌକା ବୁଡିଯିବାରୁ ତିନିଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ 58 ଜଣ ନିଖୋଜ ହୋଇଯାଇଛନ୍ତି।ସନ୍ଧାନ ଏବଂ ଉଦ୍ଧାରକାରୀ ଦଳ ନିଖୋଜ ଯାତ୍ରୀମାନଙ୍କୁ ଖୋଜୁଛନ୍ତି।ଦଳ ଚାରିଜଣଙ୍କୁ ଉଦ୍ଧାର କରିଛି।ଚୀନର ସରକାରୀ ନ୍ୟୁଜ ଏଜେନ୍ସୀ ଶିନ୍ହୁଆ ଖବର ଅନୁସାରେ ଏହି ନୌକା ଦୁର୍ଘଟଣା ବୁଧବାର ମଧ୍ୟରାତ୍ରି

Bisforana:Three-dead-two-women-serious-in-road-accident
posted by: Bisforana
500 views

ସଡକ ଦୁର୍ଘଟଣାରେ ତିନି ମୃତ୍ୟୁ,ଦୁଇ ମହିଳା ଗୁରୁତର

ଗିରିଡିହ 2 ଜୁଲାଇ -ଗିରିଡୀହ -ଦେବଘର ମୁଖ୍ୟ ରାସ୍ତାର ବେଙ୍ଗାବାଦ ଥାନା ଅଞ୍ଚଳର ମଘୱା ଟୋଲ ଟ୍ୟାକ୍ସ ନିକଟରେ ମଙ୍ଗଳବାର ରାତିରେ ଏକ ସଡକ ଦୁର୍ଘଟଣା ଘଟିଛି।ସେଠାରେ ଏକ ଦ୍ରୁତଗାମୀ ଟ୍ରକ ଏକ ସ୍ୱିଫ୍ଟ ଡେଜେୟାର କାରକୁ ଧକ୍କା ଦେଇଥିଲା।ଏହି ଭୟଙ୍କର ଦୁର୍ଘଟଣାରେ ପିତା- ପୁତ୍ର ସମେତ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବଳେ କାରରେ ଥିବା ଦୁଇ ମହିଳା ସୋନ

Bisforana:Five-militants-arrested
posted by: Bisforana
173 views

ପାଞ୍ଚ ଉଗ୍ରବାଦୀ ଗିରଫ

ଇମ୍ଫାଲ 2 ଜୁଲାଇ - ମଣିପୁର ପୋଲିସ ଏବଂ ସୁରକ୍ଷାବାହିନୀ ମିଳିତ ଭାବରେ ଗତ 30 ଜୁନ ଏବଂ ଏକ ଜୁଲାଇରେ ଅନ୍ୟ ଜିଲ୍ଲାରେ ଗୁପ୍ତଚର ସୁଚନା ଆଧାରିତ ଅଭିଯାନ ସମୟରେ ନିଷିଦ୍ଧ ସଂଗଠନର ଜଣେ ଶୀର୍ଷ ନେତା ସମେତ ପାଞ୍ଚ ଉଗ୍ରବାଦୀଙ୍କୁ ଗିରଫ କରିଛନ୍ତି।ପୋଲିସ ଅନୁଯାୟୀ ଜେଡିୟୁଏଫ (ଜେ)ର ଆତ୍ମଘୋଷିତ ଉପମୁଖ୍ୟ ନାମଗକଳୁଙ୍ଗ କାମୋଇ ଓରଫ ନଭେମ୍ବର (42)କୁ ଏକ ଜୁଲାଇରେ ଇମ

Bisforana:Youth-injured-in-drone-attack-dies
posted by: Bisforana
166 views

ଡ୍ରୋନ ଆକ୍ରମଣରେ ଆହତ ଯୁବକଙ୍କ ମୃତ୍ୟୁ

ଚଣ୍ଡୀଗଢ 2 ଜୁଲାଇ -ପହଲଗାମ ଆକ୍ରମଣ ପରେ ଭାରତ- ପାକିସ୍ଥାନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଡ୍ରୋନ ଆକ୍ରମଣରେ ଆହତ ଯୁବକ ଲଖବିନ୍ଦ୍ରଙ୍କ ପ୍ରାୟ ଦୁଇ ମାସ ପରେ ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଛି।ଲଖବିନ୍ଦ୍ର ଲୁଧିୟାନାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।ଲଖବିନ୍ଦ୍ରଙ୍କ ପତ୍ନୀଙ୍କ ଆକ୍ରମଣ ସମୟରେ ମୃତ୍ୟୁ ହୋଇଥିଲା।ବୁଧବାର ଦିନ ମେଡିକାଲ ବୋର

Bisforana:Heavy-rain-forecast-from-5th-to-7th-July
posted by: Bisforana
157 views

5ରୁ 7 ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପୁର୍ବାନୁମାନ

ଶିମଳା 2 ଜୁଲାଇ -ହିମାଚଳପ୍ରଦେଶରେ ମୌସୁମୀ ବର୍ଷା ପ୍ରବଳ କ୍ଷତି ଘଟାଉଛି ଏବଂ ଆଗାମୀ ଦିନରେ ପରିସ୍ଥିତି ଆହୁରି ଖରାପ ହୋଇପାରେ।ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟରେ 5ରୁ 7 ଜୁଲାଇ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୁର୍ବାନୁମାନ କରାଯାଇଛି। ଏହା ବ୍ୟତୀତ ଆଜିଠାରୁ 4 ଜୁଲାଇ ପର୍ଯ୍ୟନ୍ତ ୟେଲୋ ଆର୍ଲଟ ମଧ୍ୟ ଜାରି କରାଯାଇ

Bisforana:Jammu-Srinagar-National-Highway-opened-for-vehicle-movement
posted by: Bisforana
139 views

ଯାନବାହାନ ଚଳାଚଳ ପାଇଁ ଖୋଲା ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ

ଜାମ୍ମୁ 2 ଜୁଲାଇ -ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସ୍ୱାଭାବିକ ଭାବରେ ବୁଧବାର ଦିନ ମଧ୍ୟ ଜାରି ରହିଛି।ତଥାପି ଟ୍ରାଫିକ ବିଭାଗ ଆଡଭାଇଜରି ଜାରି କରି ଡ୍ରାଇଭରମାନଙ୍କୁ କଟଅଫ ସମୟକୁ କଡାକଡି ପାଳନ କରିବାକୁ କହିଛନ୍ତି।କଟଅଫ ସମୟ ପରେ କୌଣସି ମଧ୍ୟ ଯାନବାହାନ ଚଳାଚଳ କରିପାରିବନାହିଁ।ଏହାରି ମଧ୍ୟରେ ଆଜି ଛୋଟ ଯାନବାହାନଗୁଡିକୁ ଜାତୀୟ ରାଜପଥର

Bisforana:Language-is-not-just-a-means-of-communication-but-also-the-soul-of-a-nation
posted by: Bisforana
209 views

ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଏକ ରାଷ୍ଟ୍ରର ଆତ୍ମା

ନୂଆଦିଲ୍ଲୀଠାରେ ରାଜଭାଷା ବିଭାଗର 'ସୁବର୍ଣ୍ଣ ଜୟନ୍ତୀ ସମାରୋହ’ କୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ସଂଘର୍ଷ, ସାଧନା ଏବଂ ସଂକଳ୍ପ ଆଧାରରେ ରାଜଭାଷା ବିଭାଗ ୫୦ ବର୍ଷର ଯାତ୍ରା ପୂରଣ କରିଛି ମୋଦୀ ସରକାର ଅଧୀନରେ ଭାରତୀୟ ଭାଷାଗୁଡ଼ିକ ପ୍ରଯୁକ୍ତି, ଶିକ୍ଷା ଏବଂ ପ୍ରଶାସନ କ୍ଷେତ୍ରରେ ଅଭୂତପୂର

Bisforana:Chance-of-rain-from-26th
posted by: Bisforana
163 views

26ତାରିଖରୁ ବର୍ଷା ସମ୍ଭାବନା

ରାଞ୍ଚି 25 ଜୁନ -ଝାରଖଣ୍ଡର ଦକ୍ଷିଣ ପଶ୍ଚମୀ ଜିଲ୍ଲାରେ 26 ଜୁନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।ଏହି ସୁଚନା ପାଣିପାଗ ବିଭାଗ ବୁଧବାର ଦିଆଯାଇଛି।ବିଭାଗ ଅନୁଯାୟୀ ଯେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭଆବନା ରହିଛି ସେଗୁଡିକ ମଧ୍ୟରେ ପୁର୍ବ ସିଂହଭୁମି ,ପଶ୍ଚିମୀ ସିଂହଭୁମ,ସିମଡେଗା,ସରାୟକେଲା-ଖରସାୱାଁ,ପଲାମୁ ,ଗଢୱା,ଚତରା ଏବଂ ଲାତେହାର ଅନ୍ତର୍ଭୁକ

Bisforana:Fire-breaks-out-in-polyethylene-factory-four-dead
posted by: Bisforana
179 views

ପଲିଥିନ କାରଖାନାରେ ଅଗ୍ନିକାଣ୍ଡ ,ଚାରି ମୃତ୍ୟୁ

ନୁଆଦିଲ୍ଲୀ 25 ଜୁନ -ଦିଲ୍ଲୀରେ ରିଠାଲା ମେଟ୍ରୋ ଷ୍ଟେସନ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ 7.25 ସମୟରେ ଏକ ପଲିଥିନ ତିଆରି ହେଉଥିବା ତିନି ମହଲା କାରଖାନାରେ ଅଗ୍ନିକାଣ୍ଡ ଘଟିଛି।ଏହି ଘଟଣାରେ ଚାରିଜଣଙ୍କର ମୃତ୍ୟୁ ଘଟିଛି।ବିଳମ୍ବିତ ରାତିରେ ତିନୋଟି ଅଗ୍ନିଶମବାହିନୀ ତିନୋଟି ମୃତଦେହକୁ ବାହାର କରିଛନ୍ତି।ଚତୁର୍ଥ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳେ ବାହାର

Bisforana:fall-in-gold-price
posted by: Bisforana
161 views

ସୁନା ମୁଲ୍ୟରେ ହ୍ରାସ

ନୁଆଦିଲ୍ଲୀ 24 ଜୁନ -ଘରୋଇ ସୁନା ବଜାରରେ ସୁନା ମୁଲ୍ୟରେ ହ୍ରାସର ଧାରା ଆଜି ମଧ୍ୟ ଜାରି ରହିଛି।ମୁଲ୍ୟରେ ଦୁର୍ବଳତା ଯୋଗୁଁ ,ଦେଶର ଅଧିକାଂଶ ସୁନା ବଜାରରେ 24 କ୍ୟାରେଟ ସୁନା 1,00,680 ଟଙ୍କାରୁ ନେଇ 1,00,830 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ କାରବାର ହେଉଛି।ସେହିପରି ଆଜି 24 କ୍ୟାରେଟ ସୁନା ଆଜି 92,290 ଟଙ୍କାରୁ ନେଇ 92,440 ଟଙ୍କା ପ୍ରତି 10 ଗ୍ରା