Bisforana:Prime-Minister-receives-Ghanas-national-award
posted by: Bisforana
261 views

ଘାନାର ଜାତୀୟ ସମ୍ମାନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ଆଜି ଘାନାର ରାଷ୍ଟ୍ରପତି ମହାମହିମ ଜନ୍ ଡ୍ରାମାନି ମହାମା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ବିଶିଷ୍ଟ ରାଜନେତା ତଥା ତାଙ୍କ ପ୍ରଭାବଶାଳୀ ବିଶ୍ୱ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ଘାନାର ଜାତୀୟ ସମ୍ମାନ –‘ଅଫିସର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ କରିଛନ୍ତି । ୧.୪ ବିଲିୟନ ଭାରତୀୟଙ୍କ ପକ୍ଷରୁ ଏହି

Bisforana:All-accused-involved-in-Karanjia-gang-rape-case-should-be-arrested-immediately-BJD
posted by: Bisforana
533 views

କରଞ୍ଜିଆ ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ
ତୁରନ୍ତ ଗିରଫ କରାଯାଉ: ବିଜେଡି

ଦୋଷୀ ବିରୁଦ୍ଧରେ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରାଯାଉ ପୀଡ଼ିତାଙ୍କୁ ପୋଲିସ୍ ସୁରକ୍ଷା ଯୋଗାଇ ଦିଆଯାଉ କରଞ୍ଜିଆ ଠାରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ କରଞ୍ଜିଆ ଏସଡିପିଓଙ୍କୁ ଭେଟି ଗଣଦୁଷ୍କର୍ମ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ପୀଡ଼ିତା

Bisforana:Minor-girl-raped-by-BJP-leader-connection-of-2-district-ministers-with-accused-under-investigation
posted by: Bisforana
540 views

ବିଜେପି ନେତାଙ୍କ ଦ୍ୱାରା ନାବାଳିକା ଦୁଷ୍କର୍ମ ମାମଲା , ଅଭିଯୁକ୍ତ ସହ ଜିଲ୍ଲାର ୨ ମନ୍ତ୍ରୀଙ୍କ ସମ୍ପର୍କ ତଦନ୍ତ ପରିସରଭୁକ୍ତ ହେଉ

ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ସିବିଆଇ ତଦନ୍ତ
ଦାବି କଲା ବିଜେଡି ନକଲି ଡାକ୍ତର ତଥା ବିଜେପି ନେତା ଭବାନୀ ଶଙ୍କର ଦାସଙ୍କ ଦ୍ୱାରା ଏକ ନାବାଳିକାକୁ ଚାକିରିର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ମାମଲାରେ ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଭେଟି ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି । ବିଜେଡିର ବରିଷ୍ଠ ସାଧା

Bisforana:Health-care-system-is-sick-government-is-careless---Congress
posted by: Bisforana
237 views

ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ବେମାରିଆ,ସରକାର ବେପରୁଆ- କଂଗ୍ରେସ

ରାଜ୍ୟରେ ବାଡ଼ି ପଡ଼ିଛି,ବାଡ଼ି ମଡ଼କ ୩୦ ରୁ ଅଧିକ ମୁଣ୍ଡ ନେଲାଣି:- ପ୍ରସାଦ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ଥଫା ଦାବି କଲା କଂଗ୍ରେସ ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ରାଜ୍ଯରେ ବ୍ୟାପିଥିବା ହଇଜା ଅନୁଧ୍ୟାନ ପାଇଁ ଏକ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିଥିଲେ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ଯାଳୟରେ ତଥ୍ୟ ଅନୁସନ୍ଧାନ କ

Bisforana:Young-students-campaign-for-student-and-women-safety-successful-BJD
posted by: Bisforana
223 views

ଛାତ୍ରୀ ଓ ମହିଳା ସୁରକ୍ଷା ପାଇଁ ଯୁବ ଛାତ୍ର ଆନେ୍ଦାଳନ ସଫଳ ହେଲା: ବିଜେଡି

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାରୁ ଛାତ୍ରୀ ଓ ମହିଳାମାନେ ନିଜ ସୁରକ୍ଷିତ ମଣୁନାହାଁନ୍ତି । ଆଜି ଜଣେ ମହିଳା ଦିନ ଦ୍ୱିପ୍ରହରରେ ରାଜ୍ୟର କୌଣସି ସ୍ଥାନକୁ ନିର୍ଭୟରେ ଯିବାକୁ ଭୟ କରୁଛି । ଏ ସରକାର ଆସିବାର ଏକ ବର୍ଷ ମଧ୍ୟରେ ୩୦୫୪ରୁ ଉଦ୍ଧ୍ୱର୍ ନାରୀ ନିର୍ଯାତନା ମାମଲା ରୁଜୁ ହେବା ଓ ପ୍ରତିଦିନ ୧୫ଜଣ ମହିଳା ଧର୍ଷଣ ଶୀକାର ହେବା ବିରୋଧରେ ଆଜି

Bisforana:BJP-government-has-backstabbed-itself-within-72-hours-of-deciding-to-stop-government-transactions-with-3-private-banks-BJD
posted by: Bisforana
272 views

୩ଟି ପ୍ରାଇଭେଟ ବ୍ୟାଙ୍କ ସହ ସରକାରୀ କାରବାର ବନ୍ଦ ନିଷ୍ପତ୍ତି ୭୨ ଘଣ୍ଟା ମଧ୍ୟରେ ବିଜେପି ସରକାର ନିଜ ଛେପ ନିଜେ ଢୋକିଲେ: ବିଜେଡି

ଏଚ୍ଡିଏଫ୍ସି, ଆଇସିଆଇସିଆଇ ଓ ଏକ୍ସିସ୍ ବ୍ୟାଙ୍କର ନିରୁତ୍ସାଜନକ ପ୍ରଦର୍ଶନ ୩ ଦିନରେ ବଦଳିଲା କେମିତି ? ଲୋକଙ୍କ ସରକାରର ଏହି ଚଞ୍ଚକତା ଭେଳିକି କାହା ସ୍ୱାର୍ଥରେ ? ୩ଟି ପ୍ରାଇଭେଟ ବ୍ୟାଙ୍କର ପ୍ରଦର୍ଶନ ନିରୁତ୍ସାଜନକ କହିଥିବା ରାଜ୍ୟ ସରକାର ୭୨ ଘଣ୍ଟା ମଧ୍ୟରେ ନିଜ ଛେପ ନିଜେ ଢୋକି ପୁଣି ନିଷ୍ପତ୍ତି ବଦଳାଇବା କାହା ସ୍ୱାର୍ଥର ବୋଲି ବିଜେଡି ପ୍ରଶ୍ନ କର

Bisforana:After-the-BJP-government-came-to-power-the-state-has-been-engulfed-by-Saturn-and-Rahu
posted by: Bisforana
186 views

ବିଜେପି ସରକାର ଆସିଲା ପରେ ରାଜ୍ୟକୁ ଶନି ଓ ରାହୁ ଗ୍ରହ ଗ୍ରାସିଛି

ବ୍ରହ୍ମପୁର ନାବାଳିକା ଦୁଷ୍କର୍ମ ଘଟଣା ,ବିଜେପି ନେତାଙ୍କ କୁତ୍ସିତ ଚେହେରା ପଦାକୁ ଆସିଲା: ବିଜେଡି ମହିଳା ସୁରକ୍ଷା ସ୍ଲୋଗାନ ଦେଇ ସରକାରକୁ ଆସିଥିବା ବିଜେପି, ଆଜି ମହିଳା ସମାଜ ପାଇଁ ବିପଦ ଅଭିଯୁକ୍ତଙ୍କ ଦ୍ୱାରା ମହିଳା ଟ୍ରାଫିକିଙ୍ଗ ଓ ଅର୍ଗାନ ଟ୍ରାଫିକିଙ୍ଗ ସନ୍ଦେହ ରହିଛି ରାଜ୍ୟରେ ନାରୀ ନିର୍ୟ୍ୟାତନା ଓ ଦୁଷ୍କର୍ମ ଘଟଣା ଉଦବେଗଜନକ ଭାବେ ବୃ

Bisforana:Why-does-the-minister-want-to-cover-up-the-theft-of-Mahaprabhus-Modak-BJD
posted by: Bisforana
150 views

ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାକୁ କାହିଁକି ଚପାଇବାକୁ ଚାହୁଁଛନ୍ତି ମନ୍ତ୍ରୀ: ବିଜେଡି

 ବଡଠାକୁରଙ୍କ ବାଡଗ୍ରାହୀ ଗୁରୁତର ଅଭିଯୋଗ ଆଣିଛନ୍ତି  ୨୦୦ ପ୍ଲାଟୁନ୍ ଫୋର୍ସ ମୁତୟନ କଥା ସରକାର କହୁଛନ୍ତି କିନ୍ତୁ ଠାକୁରଙ୍କ ଗୁପ୍ତସେବାରେ ବିଭ୍ରାଟ ମହାପ୍ରଭୁଙ୍କ ଚିକିତ୍ସା ଲାଗି ପ୍ରଯୁଜ୍ୟ ମୋଦକ ଚୋରି ହେବାର ଅଭିଯୋଗକୁ ଚପାଇଦେବା ପାଇଁ ରାଜ୍ୟ ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିରର ପ୍ରଶାସନ ଉଦ୍ୟମ କରୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛ

Bisforana:Gunfight-incident-on-Mayurbhanj-National-Highway-BJD-delegation-meets-SP
posted by: Bisforana
157 views

ମୟୁରଭଞ୍ଜ ଜାତୀୟ ରାଜପଥରେ ଗୁଳିକାଣ୍ଡ ଘଟଣା , ଏସ୍ପିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ମଣ୍ଡଳୀ

Ø ଦୁବୃର୍ତ୍ତଙ୍କୁ ତୁରନ୍ତ ଗିରଫ ଦାବୀ Ø ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ Ø ଘଟଣାକୁ ଦୃଢ଼ ନିନ୍ଦା କଲା ବିଜେଡି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ମୟୁରଭଞ୍ଜ ଏସପିଙ୍କୁ ଭେଟି ନିକଟରେ ୧୮ ନମ୍ବର ଜାତୀୟ ରାଜପଥରେ, ସ୍ପଷ୍ଟ ଦିବାଲୋକରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଦୁବୃର୍ତ୍ତ ମାନଙ୍କୁ ତୁରନ୍ତ ଗିରଫ କରି ତାଙ୍

Bisforana:Insensitive-BJP-government-responsible-for-Dalit-atrocities-BJD
posted by: Bisforana
165 views

ଦଳିତ ନିର୍ଯାତନା ପାଇଁ ସମ୍ବେଦନହୀନ ବିଜେପି ସରକାର ଦାୟୀ: ବିଜେଡି

 ଖାରିଗୁମ୍ମା ଘଟଣାରେ ଓଡ଼ିଶା ଦେଶରେ ଲଜ୍ଜିତ  ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀ ଏଭଳି ଘଟଣାକୁ ହାଲୁକା ଭାବେ ନିଅନ୍ତୁ ନାହିଁ ଗତ ରବିବାର ଦିନ ଧରାକୋଟ ବ୍ଲକ ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ ସ୍ପଷ୍ଟ ଦିବାଲୋକରେ ମିଥ୍ୟା ଗୋ-ଚାଲାଣ ଅଭିଯୋଗରେ ୨ ଜଣ ଦଳିତଙ୍କୁ ଅର୍ଦ୍ଧ ଉଲଗ୍ନ କରି ନାଳ ପାଣି ପିଆଇବା ସହ ରାସ୍ତାରେ ଆଣ୍ଠେଇ ଅକଥନୀୟ ନିର୍ଯାତନା ଭଳି ହୃଦୟ

Bisforana:Odia-Asmita-has-been-plundered-in-one-year-of-BJP-rule
posted by: Bisforana
171 views

ଏକ ବର୍ଷର ବିଜେପି ଶାସନରେ ଓଡ଼ିଆ ଅସ୍ମିତା ଭୃଲୁଣ୍ଠିତ

ଟ୍ରମ୍ପଙ୍କ ଆଡ଼ଭାଇଜରୀ ଓଡ଼ିଶାକୁ ବିଶ୍ୱସ୍ତରରେ ନିନ୍ଦିତ କରିଛି: ବିଜେଡି ରାଜ୍ୟପାଳଙ୍କ ବକ୍ତବ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି ଜୁଲାଇ ପ୍ରଥମ ସପ୍ତାହରୁ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବିଜୁ ମହିଳା ଜନତା ଦଳ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳାଙ୍କ ଉପରେ ନିର୍ଯାତନା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ରାଜ

Bisforana:BJP-governments-achievement-in-making-Odisha-the-eighth-most-crime-prone-state-in-the-country
posted by: Bisforana
148 views

ଓଡିଶାକୁ ଦେଶର ଅଷ୍ଟମ ଅପରାଧ ପ୍ରବଣ ରାଜ୍ୟ ଭାବେ ପରିଣତ କରିବା ବିଜେପି ସରକାରଙ୍କ ଉପଲବ୍ଧି

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ପରେ ବିଜେପିକୁ ଘେରିଲା ବିଜେଡି ଡବଲ ଇଂଜିନ ଡବଲ ଵିକାଶ ନୁହେଁ, ଡବଲ ଧୋକା: ବିଜେଡି ବର୍ଷ ଏକ, ବିଫଳତା ଅନେକ ବିଜେପିର ଏକ ବର୍ଷ ଶାସନରେ କେନ୍ଦ୍ରୀୟ ଅନୁଦାନ ୧୮.୧୯% କମିଲା ଶ୍ରୀମନ୍ଦିର ପ୍ରସଙ୍ଗରେ ବିଜେପିର ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ ଓ ତାଙ

Bisforana:Modis-Odisha-visit-a-farce-Youth-Congress
posted by: Bisforana
170 views

ମୋଦୀଙ୍କ ଓଡ଼ିଶା ଗସ୍ତ ଏକ ପ୍ରହସନ : ଯୁବ କଂଗ୍ରେସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସି ବହୁ ପ୍ରତିଶ୍ରୁତି ଦେଇଥିଲେ। ଆଜିକୁ ଏକ ବର୍ଷ ପୂର୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବାର ଦୂରର କଥା ସମସ୍ତ ପ୍ରତିଶ୍ରୁତି ପ୍ରତାରଣାରେ ପ୍ରତିଫଳିତ ହୋଇଛି । ପ୍ରଧାନମନ୍ତ୍ରୀ ଯେଉଁ ଏକ ବର୍ଷ ପୁର୍ତି ପାଇଁ ଓଡ଼ିଶାଗସ୍ତ କରୁଛନ୍ତ

Bisforana:AICC-forms-fact-finding-committee-to-probe-atrocities-on-women-in-Odisha
posted by: Bisforana
199 views

ଓଡ଼ିଶାରେ ନାରୀ ନିର୍ଯାତନା ନେଇ ଏ.ଆଇ.ସି.ସି. ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି

ଓଡ଼ିଶାର ଗୋପାଳପୁରରେ ଗଣଦୁଷ୍କର୍ମ ଘଟଣା, କେନ୍ଦୁଝର ହରିଚନ୍ଦନପୁରରେ ଦୁଷ୍କର୍ମ ଓ ହତ୍ୟା, ମହିଳାମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଅତ୍ୟାଚାର ଏବଂ ଗତ କିଛିବର୍ଷ ମଧ୍ୟରେ ହଜାର ହଜାର ମହିଳା ଓ ଶିଶୁ ନିଖୋଜ ହେବା ଭଳି ଚିନ୍ତାଜନକ ଘଟଣାକୁ ଗୁରୁତର ସହ ନେଇ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠନ କ

Bisforana:28000-women-and-girls-in-the-state-have-been-victims-of-sexual-abuse-in-the-last-11-months-Congress
posted by: Bisforana
192 views

୧୧ ମାସରେ ରାଜ୍ୟର ୨୮,୦୦୦ ମହିଳା ଏବଂ ଝିଅ ଦୁଷ୍କର୍ମର ଶିକାର ହେଉଛନ୍ତି-କଂଗ୍ରେସ

ଡବଲ ଇଞ୍ଜିନ ସରକାରରେ ନାରୀ ନିର୍ଯାତନାରେ ଓଡ଼ିଶା ଶିର୍ଷରେ , ନାରୀଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ , ଲଢ଼େଇ କରିବ କଂଗ୍ରେସ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଓଡ଼ିଶାରେ ପ୍ରଚାର କରନ୍ତି ଏବଂ ଅଧା ଜନସଂଖ୍ୟାକୁ ସୁରକ୍ଷାର ମିଛ ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ଭୋଟ ପାଆନ୍ତି । କିନ୍ତୁ ଯଦି ଓଡ଼ିଶାର ୧୧ ମାସର ରିପୋର୍ଟ କାର୍ଡକୁ ଦେଖନ୍ତି,

Bisforana:The-Prime-Minister-is-coming-will-he-go-to-Gopalpur-Keonjhar
posted by: Bisforana
203 views

ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗୋପାଳପୁର କେନ୍ଦୁଝର ଯିବେକି?

ହଇଜାରେ ୧୧ ଟି ଜିଲ୍ଲାରେ ହାହାକାର ପରିସ୍ଥିତି ଗଣ ଦୁଷ୍କର୍ମ ବର୍ଷକରେ ୬୦ ଟପିଛି ଜୁଲାଇ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଶାସନର ସଫଳତା ପ୍ରଚାର ପାଇଁ ଆସୁଛନ୍ତି । ଓଡ଼ିଶାରେ ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ ବଢ଼ି ଚାଲିଛି । ସେହିଭଳି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ